ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଢ଼ଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଢ଼ଣା   ବିଶେଷ୍ୟ

ଅର୍ଥ : ମୁହଁ ଲୁଚାଇବାପାଇଁ ତା ଉପରେ ପକାଯାଉଥିବା ଲୁଗା

ଉଦାହରଣ : ଆତଙ୍କବାଦୀ ମୁଖା ଲଗାଇଥିଲେ

ସମକକ୍ଷ : ମୁଖବନ୍ଧା, ମୁଖା

चेहरा छिपाने के लिए उस पर डाला हुआ कपड़ा।

आतंकवादी नकाब लगाये हुए थे।
नक़ाब, नकाब, मास्क

A covering to disguise or conceal the face.

mask

ଅର୍ଥ : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି

ଉଦାହରଣ : ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା

ସମକକ୍ଷ : ଅବଗୁଣ୍ଠନ

साड़ी, ओढ़नी या चादर का वह भाग जिसे लज्जाशील स्त्रियाँ सिर के ऊपर से मुख पर झुलाए रहती हैं।

स्त्रियाँ नई दुल्हन को उसका घूँघट उठा कर देख रही हैं।
अवगुंठन, अवगुंठिका, अवगुण्ठन, अवगुण्ठिका, घूँघट, घूंघट

A garment that covers the head and face.

head covering, veil

ଅର୍ଥ : ଓଢ଼ଣୀ ସାହାଯ୍ୟରେ ମୁଣ୍ଡ ଉପରୁ ଆରମ୍ଭ କରି ମୁହଁ ଢାଙ୍କିବା କ୍ରିୟା

ଉଦାହରଣ : ଗାଁ ମାନଙ୍କରେ ଆଜିବି ଓଢ଼ଣାର ପ୍ରଚଳନ ଅଛି

पल्लू को सिर के ऊपर से लेकर मुख ढकने की क्रिया।

गाँवों में आज भी घूँघट का प्रचलन है।
अवगुंठन, अवगुण्ठन, घूँघट, घूंघट