ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପ୍ରାୟତଃ ଅଫିମ ସେବନ କରେ
ଉଦାହରଣ : ଦୁଇ ଜଣ ଅଫିମିଆ ବଗିଚାରେ ବସି ଅଫିମ ପିଉଥିଲେ
ସମକକ୍ଷ : ଅଫିମଖୋର
वह जो प्रायः मदक का सेवन करता हो।
A narcotics addict.
ଅର୍ଥ : ଅଫିମନିଶା କାରଣରୁ ନିଶାଗ୍ରସ୍ତ ହୋଉଥିବା ଅଫିମିଆ
ଉଦାହରଣ : ଅଫିମିଆ ଅଫିମନିଶାରେ ଘାରିହୋଇ ଭୂଇଁରେ ଶୋଇପଡ଼ିଲା
वह अफीमची जो अफीम के नशे के कारण पिनक ले रहा हो।
Someone addicted to opium.
ଅର୍ଥ : ଯେଉଁବ୍ୟକ୍ତିର ଅଫିମ ଖାଇବାର ଅଭ୍ୟାସ ଅଛି
ଉଦାହରଣ : ସେ ଜଣେ ଅଫିମିଆ, ଯେତେବେଳେ ଦେଖ ସବୁବେଳେ ଅଫିମଖିଆ ଚାଲିଛି
ସମକକ୍ଷ : ଅଫିମା, ଆପୁଆ
वह व्यक्ति जिसे अफ़ीम खाने की लत हो।
ଅର୍ଥ : ନିଶା ନିମନ୍ତେ ଯେ ପ୍ରାୟତଃ ଅଫିମ ଖାଏ
ଉଦାହରଣ : ସକାଳୁ-ସକାଳୁ ଏହି ବଗିଚାରେ ଅଫିମିଆ ଲୋକେ ଅଫିମ ଖାଇବା ଦେଖାଯାଏ
ସମକକ୍ଷ : ଅଫିମଖିଆ, ଅଫିମା, ଆପୁଖିଆ
जो नशे के लिए प्रायः अफ़ीम का सेवन करता हो।
ଅର୍ଥ : ଅଫିମ ସମ୍ବନ୍ଧୀୟ ବା ଅଫିମର
ଉଦାହରଣ : ମହେଶ ଅଫିମିଆ ବ୍ୟବସାୟରେ ହାତ ଦେବାକୁ ଚାହୁଁନାହିଁ
अफ़ीम संबंधी या अफ़ीम का।
ସଂସ୍ଥାପନ କରନ୍ତୁ