ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରାକୃତିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରାକୃତିକ   ବିଶେଷ୍ୟ

ଅର୍ଥ : ପ୍ରକୃତି ବିରୁଦ୍ଧରେ ଥିବା ପଦାର୍ଥ

ଉଦାହରଣ : ଅପ୍ରାକୃତିକର ସେବନ ହାନିକାରକ

वह पदार्थ जो प्रकृति के विरुद्ध हो।

असात्म्य का सेवन हानिकारक होता है।
असात्म्य

ଅପ୍ରାକୃତିକ   ବିଶେଷଣ

ଅର୍ଥ : ଯାହା ସ୍ୱାଭାବିକ ନୁହେଁ

ଉଦାହରଣ : ଆଜିକାଲି ତାଠାରେ କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଯାଉଛି

ସମକକ୍ଷ : ଅସ୍ୱାଭାବିକ

जो स्वाभाविक न हो।

आजकल उसमें कुछ अस्वाभाविक लक्षण दिखाई दे रहें हैं।
अनैसर्गिक, अप्रकृत, अप्राकृत, अप्राकृतिक, असहज, अस्वाभाविक, प्रकृति विरुद्ध

ଅର୍ଥ : ଯେ ପ୍ରକୃତିର ବିରୋଧରେ

ଉଦାହରଣ : ଅପ୍ରାକୃତିକ ଆହାର ବ୍ୟାଧିଜନକ ହୋଇଥାଏ

जो प्रकृति के विरुद्ध हो।

अप्राकृतिक आहार व्याधि जनक होता है।
अप्राकृतिक, असात्म्य

ଅର୍ଥ : ଯାହା ପ୍ରକୃତି ସମ୍ବନ୍ଧିତ ନୁହେଁ

ଉଦାହରଣ : ସାପ ଚୋଟ ମାରିବା ଏବଂ ବାଘ ଶିକାର କରିବା ଛାଡ଼ିଦେବାଠୁଁ ବଳି ଅପ୍ରାକୃତିକ ଘଟଣା ଆଉକ’ଣ ହୋଇପାରେ?

ସମକକ୍ଷ : ଅପ୍ରାକୃତ

जो प्रकृति संबंधी न हो।

साँप अगर काटना और शेर शिकार करना छोड़ दे तो इससे बड़ी अप्राकृतिक घटना और क्या हो सकती है!।
अप्राकृत, अप्राकृतिक