ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରିଦିନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରିଦିନ   ବିଶେଷ୍ୟ

ଅର୍ଥ : ପରଦିନର ପରଦିନ ଅର୍ଥାତ ଆଜିଠାରୁ ଆଗାମୀ ତୃତୀୟ ଦିନ

ଉଦାହରଣ : ଅପରଦିନଠାରୁ ମୋ ଘରେ ପୂଜା ଆରମ୍ଭ ହେବ

ସମକକ୍ଷ : ଅପରଦିନ

परसों के बाद का दिन या आज से आनेवाला तीसरा दिन।

नरसों से मेरे घर में पूजा आरंभ होगी।
अतरसों, तरसों, नरसों

ଅର୍ଥ : ଗତ ପରଦିନର ପୂର୍ବ ଦିନ ବା ଆଜିଠୁ ବିଗତ ହୋଇଥିବା ତିନି ଦିନ

ଉଦାହରଣ : ସେ ଲୋକ ଅପରିଦିନଠାରୁ ଘରେ ନାହିଁ

गत परसों से पहले का दिन या आज से पहले का तीसरा दिन।

वे लोग नरसों से घर पर नहीं हैं।
अतरसों, तरसों, नरसों

ଅପରିଦିନ   କ୍ରିୟା ବିଶେଷଣ

ଅର୍ଥ : ପଅରିଦିନର ଠିକ ପରବର୍ତ୍ତୀ ଦିନ ବା ଆଜିଠାରୁ ଆସୁଥିବା ତୃତୀୟ ଦିନ

ଉଦାହରଣ : ଅପରିଦିନ ମୁଁ ବୁଲିବାକୁ ଯିବି

ସମକକ୍ଷ : ଅପରଦିନ

परसों के बाद के दिन से या आज से आनेवाला तीसरे दिन से।

नरसों मैं घूमने जाऊँगा।
अतरसों, तरसों, नरसों

ଅର୍ଥ : ଆଜିଠାରୁ ଗତ ଠିକ ତୃତୀୟ ଦିନ

ଉଦାହରଣ : ସେହି ଲୋକମାନେ ଅପରିଦିନ ଆସିଥିଲେ

ସମକକ୍ଷ : ଅପରଦିନ

आज से व्यतीत तीसरे दिन से या को।

वे लोग नरसों आए थे।
अतरसों, तरसों, नरसों