ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରଦିନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରଦିନ   ବିଶେଷ୍ୟ

ଅର୍ଥ : ପରଦିନର ପରଦିନ ଅର୍ଥାତ ଆଜିଠାରୁ ଆଗାମୀ ତୃତୀୟ ଦିନ

ଉଦାହରଣ : ଅପରଦିନଠାରୁ ମୋ ଘରେ ପୂଜା ଆରମ୍ଭ ହେବ

ସମକକ୍ଷ : ଅପରିଦିନ

परसों के बाद का दिन या आज से आनेवाला तीसरा दिन।

नरसों से मेरे घर में पूजा आरंभ होगी।
अतरसों, तरसों, नरसों

ଅପରଦିନ   କ୍ରିୟା ବିଶେଷଣ

ଅର୍ଥ : ପଅରିଦିନର ଠିକ ପରବର୍ତ୍ତୀ ଦିନ ବା ଆଜିଠାରୁ ଆସୁଥିବା ତୃତୀୟ ଦିନ

ଉଦାହରଣ : ଅପରିଦିନ ମୁଁ ବୁଲିବାକୁ ଯିବି

ସମକକ୍ଷ : ଅପରିଦିନ

परसों के बाद के दिन से या आज से आनेवाला तीसरे दिन से।

नरसों मैं घूमने जाऊँगा।
अतरसों, तरसों, नरसों

ଅର୍ଥ : ଆଜିଠାରୁ ଗତ ଠିକ ତୃତୀୟ ଦିନ

ଉଦାହରଣ : ସେହି ଲୋକମାନେ ଅପରିଦିନ ଆସିଥିଲେ

ସମକକ୍ଷ : ଅପରିଦିନ

आज से व्यतीत तीसरे दिन से या को।

वे लोग नरसों आए थे।
अतरसों, तरसों, नरसों