ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରିଣାମଦର୍ଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରିଣାମଦର୍ଶୀ   ବିଶେଷଣ

ଅର୍ଥ : ଯେ ଭବିଷ୍ୟତ ସମ୍ପର୍କରେ ବହୁଦୂର ପର୍ଯ୍ୟନ୍ତ ଦେଖିପାରେନାହିଁ ବା ଚିନ୍ତା କରିପାରେନାହିଁ

ଉଦାହରଣ : ଅଦୂରଦର୍ଶୀ ବ୍ୟକ୍ତିକୁ ଅସୁବିଧା ଘେରିଯାଏ

ସମକକ୍ଷ : ଅଦୂରଦର୍ଶୀ

जो भविष्य में बहुत दूर तक न देखे या सोंचे।

अदूरदर्शी व्यक्ति कठिनाइयों से घिर जाता है।
अदूरदर्शी, अल्पदर्शी

Lacking foresight or scope.

A short view of the problem.
Shortsighted policies.
Shortsighted critics derided the plan.
Myopic thinking.
myopic, short, shortsighted, unforesightful