ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରିଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରିଚିତ   ବିଶେଷ୍ୟ

ଅର୍ଥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା

ଉଦାହରଣ : ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି

ସମକକ୍ଷ : ଅଚିହ୍ନା, ଅଜଣା

किसी से जान-पहचान न होने की अवस्था।

छोटी जगहों पर अपरिचय की स्थिति कम ही होती है।
अनपरिचय, अपरिचय

Unusualness as a consequence of not being well known.

strangeness, unfamiliarity

ଅର୍ଥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ

ଉଦାହରଣ : ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ

ସମକକ୍ଷ : ଅଜଣା

वह जो परिचित न हो।

हमें अपरिचितों के साथ भी अच्छा व्यवहार करना चाहिए।
अजनबी, अनजाना, अपरिचित, बेगाना

Anyone who does not belong in the environment in which they are found.

alien, stranger, unknown

ଅପରିଚିତ   ବିଶେଷଣ

ଅର୍ଥ : ଯାହା ଜ୍ଞାତ ବା ଜଣା ନୁହେଁ

ଉଦାହରଣ : ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍‌ରେ ଧମକ ଦେଉଛି

ସମକକ୍ଷ : ଅଜଣା, ଅଜ୍ଞାତ

जो ज्ञात या जाना हुआ न हो।

यह मेरे लिए अज्ञात विषय है।
हर दिन कोई गुमनाम व्यक्ति उसे फोन पर धमकी देता है।
अजान, अजाना, अज्ञ, अज्ञात, अनजान, अनजाना, अनधिगत, अनभिज्ञ, अनवगत, अनागत, अपरिगत, अपरिचित, अप्रपन्न, अवज्ञात, अवमत, अविगत, अवित्त, अविदित, गुमनाम, नामालूम, नावाक़िफ़

ଅର୍ଥ : ଯିଏ ପରିଚିତ ନୁହେଁ

ଉଦାହରଣ : ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍‌

ସମକକ୍ଷ : ଅଚିହ୍ନା, ଅଜ୍ଞାତ

जो परिचित न हो।

यात्रा करते समय किसी भी अपरिचित व्यक्ति से कोई भी खाद्य वस्तु नहीं लेनी चाहिए।
अजनबी, अज्ञात, अनगौरी, अनचिन्हा, अनचीन्हा, अनजान, अनजाना, अनदेखा, अनभिज्ञ, अपरिगत, अपरिचित, नावाक़िफ़, नावाकिफ, बेगाना

Unaware because of a lack of relevant information or knowledge.

He was completely ignorant of the circumstances.
An unknowledgeable assistant.
His rudeness was unwitting.
ignorant, unknowing, unknowledgeable, unwitting