ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜଣା   ବିଶେଷ୍ୟ

ଅର୍ଥ : ଅନ୍ୟ ସହର ବା ଦେଶରୁ ଆସିଥିବା ବ୍ୟକ୍ତି

ଉଦାହରଣ : ସେ ଅଜଣା ବ୍ୟକ୍ତିଟିକୁ ସାହାଯ୍ୟ କଲା

ସମକକ୍ଷ : ଅଚିହ୍ନା

दूसरे शहर या देश से आया हुआ आदमी।

ये गिरोह अजनबियों को लूटते हैं।
अजनबी

Anyone who does not belong in the environment in which they are found.

alien, stranger, unknown

ଅର୍ଥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା

ଉଦାହରଣ : ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି

ସମକକ୍ଷ : ଅଚିହ୍ନା, ଅପରିଚିତ

किसी से जान-पहचान न होने की अवस्था।

छोटी जगहों पर अपरिचय की स्थिति कम ही होती है।
अनपरिचय, अपरिचय

Unusualness as a consequence of not being well known.

strangeness, unfamiliarity

ଅର୍ଥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ

ଉଦାହରଣ : ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ

ସମକକ୍ଷ : ଅପରିଚିତ

वह जो परिचित न हो।

हमें अपरिचितों के साथ भी अच्छा व्यवहार करना चाहिए।
अजनबी, अनजाना, अपरिचित, बेगाना

Anyone who does not belong in the environment in which they are found.

alien, stranger, unknown

ଅଜଣା   ବିଶେଷଣ

ଅର୍ଥ : ଯେ ପ୍ରତିଷ୍ଠିତ ନୁହେଁ

ଉଦାହରଣ : ମୋହନ ଜଣେ ଅପ୍ରତିଷ୍ଠିତ ବ୍ୟକ୍ତି

ସମକକ୍ଷ : ଅପ୍ରତିଷ୍ଠିତ, ପ୍ରତିଷ୍ଠାହୀନ

जो प्रतिष्ठित न हो।

मोहन एक अप्रतिष्ठित व्यक्ति है।
अप्रतिष्ठ, अप्रतिष्ठित, अमर्याद, अलीक, प्रतिष्ठारहित

Lacking dignity.

undignified

ଅର୍ଥ : ଯାହା ଜ୍ଞାତ ବା ଜଣା ନୁହେଁ

ଉଦାହରଣ : ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍‌ରେ ଧମକ ଦେଉଛି

ସମକକ୍ଷ : ଅଜ୍ଞାତ, ଅପରିଚିତ

जो ज्ञात या जाना हुआ न हो।

यह मेरे लिए अज्ञात विषय है।
हर दिन कोई गुमनाम व्यक्ति उसे फोन पर धमकी देता है।
अजान, अजाना, अज्ञ, अज्ञात, अनजान, अनजाना, अनधिगत, अनभिज्ञ, अनवगत, अनागत, अपरिगत, अपरिचित, अप्रपन्न, अवज्ञात, अवमत, अविगत, अवित्त, अविदित, गुमनाम, नामालूम, नावाक़िफ़

ଅର୍ଥ : ଯାହା ଭଲ ଭାବରେ ଜଣାଯାଇ ନାହିଁ

ଉଦାହରଣ : ପ୍ରକୃତିରେ ଅନେକ ଅଜ୍ଞାତ ତତ୍ତ୍ବ ରହିଛି

ସମକକ୍ଷ : ଅଜ୍ଞାତ, ଗୁପ୍ତ

जो अच्छी तरह जाना न गया हो।

प्रकृति में कितने ही अविज्ञात तत्व हैं।
अविग्रह, अविज्ञात