ଅର୍ଥ : ଆଖିରେ ହେଉଥିବା ଏକ ରୋଗ
ଉଦାହରଣ :
ମାଆ ଅନ୍ଧାରକଣା ରୋଗରେ ପୀଡିତ
ଅର୍ଥ : ବଳଦମାନଙ୍କ ଆଖିର ଏକ ରୋଗ
ଉଦାହରଣ :
ଅନ୍ଧାରକଣାଯୋଗୁଁ ବଳଦକୁ ଝାପସା ଦେଖାଯାଉଛି
ଅର୍ଥ : ଆଖିର ଗୋଟିଏ ରୋଗ ଯେଉଁଥିରେ ଜିଣିଷପତ୍ର ଝାପସା ଦେଖାଯାଏ
ଉଦାହରଣ :
ଜେଜୀମା ଅନ୍ଧାରକଣା ରୋଗରେ ପୀଡ଼ିତ
ଅର୍ଥ : ଯେଉଁ ବ୍ୟକ୍ତିକୁ ରାତିରେ ଦେଖାଯାଏ ନାହିଁ
ଉଦାହରଣ :
ଅନ୍ଧାରକଣା ଗୋଟିଏ ଖମ୍ବରେ ବାଡ଼େଇ ହେଲା
ଅର୍ଥ : ରାତିରେ ଦେଖା ନ ଦେବାର କ୍ରିୟା
ଉଦାହରଣ :
ରମୌତୀ ଅନ୍ଧାରକଣାରେ ପୀଡିତ
ଅର୍ଥ : ଏକ ରୋଗ ଯାହାଫଳରେ ରାତିରେ ଦେଖାଯାଏ ନାହିଁ
ଉଦାହରଣ :
ଭିଟାମିନ୍ ଏ’ର ଅଭାବରେ ଅନ୍ଧାରକଣା ହୋଇଥାଏ
ସମକକ୍ଷ : ଅଂଧାରକଣା