ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁର୍ବର ଜମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁର୍ବର ଜମି   ବିଶେଷ୍ୟ

ଅର୍ଥ : ଅଳ୍ପ ଉର୍ବର ଜମି

ଉଦାହରଣ : ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି

ସମକକ୍ଷ : ଅନୁର୍ବର ଭୂମି

कम उपजाऊ भूमि।

मेरे हिस्से में गरावा अधिक हैं।
गरावा

ଅର୍ଥ : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି

ଉଦାହରଣ : କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି

ସମକକ୍ଷ : ନୀରସା ଜମି

वह जमीन जिसकी उपजाऊ शक्ति कम हो गई हो।

किसान रुल्ले में गोबर की खाद डाल रहा है।
रुल्ल, रुल्ला

A piece of land cleared of trees and usually enclosed.

He planted a field of wheat.
field

ଅର୍ଥ : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ

ଉଦାହରଣ : କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି

ସମକକ୍ଷ : ଟାଙ୍ଗର ଜମି

वह ऊसर जमीन जिसे जुते तीन वर्ष हो गए हों।

किसान पोलच को उर्वरा बनाने के लिए उसमें गोबर की खाद डाल रहा है।
पोलच, पोलचा

ଅର୍ଥ : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ

ଉଦାହରଣ : ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି

ସମକକ୍ଷ : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି

वह भूमि जिसमें रेह अधिक हो और जो खेती के योग्य न हो।

उसकी मेहनत से बंजर भी लहलहाने लगा है।
अकृष्य, ईरिण, ऊसर, ऊसर जमीन, ऊसर भूमि, कल्लर, बंजर, बंजर जमीन, बंजर भूमि, लक-दक, लकदक

An uninhabited wilderness that is worthless for cultivation.

The barrens of central Africa.
The trackless wastes of the desert.
barren, waste, wasteland