ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଗୀ   ବିଶେଷଣ

ଅର୍ଥ : ବିଷୟ ଆଦି ଭୋଗ କରିବା ବା ଭୋଗରେ ଲଗାଇବା ବ୍ୟକ୍ତି

ଉଦାହରଣ : ଭୋଗୀ ବ୍ୟକ୍ତି ଯେତେବେଳେ ଅସଂଯମିତ ହୋଇଯାଏ, ସେତେବେଳେ ସେ ରୋଗୀ ହୋଇଯାଏ

विषय आदि का भोग करने वाला या भोग में लगा हुआ।

भोगी व्यक्ति जब असंयमित हो जाता है तो वह रोगी हो जाता है।
इंद्रियाराम, इंद्रियारामी, इन्द्रियाराम, इन्द्रियारामी, भोगी, विषयासक्त

ଅର୍ଥ : ଯିଏ ଭୋଗ କରିସାରିଛି ବା ଭୋଗକାରୀ

ଉଦାହରଣ : ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ

ସମକକ୍ଷ : ଅନୁଭବୀ, ଭୁକ୍ତଭୋଗୀ

जो भोग चुका हो या भुगतने वाला।

आजकल रेल में आरक्षण मिलना कितना मुश्किल है यह कोई भुक्तभोगी व्यक्ति ही जान सकता है।
भुक्तभोगी, भोगी

Having experience. Having knowledge or skill from observation or participation.

experienced, experient