ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାତ୍ମବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାତ୍ମବାଦ   ବିଶେଷ୍ୟ

ଅର୍ଥ : ଦେହ ବା ଶରୀରକୁ ଆତ୍ମା ବୋଲି ମାନିବାର ସିଦ୍ଧାନ୍ତ

ଉଦାହରଣ : ଭୌତିକବାଦରେ ଭୌତିକ କଥାକୁ ହିଁ ଗୁରୁତ୍ୱ ଦିଆଯାଏ

ସମକକ୍ଷ : ଦେହାତ୍ମବାଦ, ପଦାର୍ଥବାଦ, ଭୌତିକତାବାଦ, ଭୌତିକବାଦ

देह या शरीर को ही आत्मा मानने का सिद्धान्त।

देहात्मवाद में देह को ही प्रधानता दी जाती है।
अनात्मवाद, देहात्मवाद

(philosophy) the philosophical theory that matter is the only reality.

materialism, physicalism