ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧ୍ୟବସାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧ୍ୟବସାୟୀ   ବିଶେଷଣ

ଅର୍ଥ : ଯେ ପରିଶ୍ରମ କରେ

ଉଦାହରଣ : ପରିଶ୍ରମୀ ବ୍ୟକ୍ତି ସବୁବେଳେ ସଫଳ ହୁଏ

ସମକକ୍ଷ : କର୍ମଠ, କର୍ମଶୀଳ, ପରିଶ୍ରମୀ

जो परिश्रम करता हो।

परिश्रमी व्यक्ति हमेशा सफल होता है।
अध्यवसायी, उद्यमी, करतबिया, करतबी, कर्मठ, कर्मशील, तच्छील, परिश्रमी, पुरुषार्थी, मेहनतकश, मेहनती, श्रमी

Characterized by hard work and perseverance.

hardworking, industrious, tireless, untiring

ଅର୍ଥ : ଯାହାର ଅଧ୍ୟବସାୟ ଅଛି

ଉଦାହରଣ : ଅପରାଧୀର ଅଧ୍ୟବସାୟୀ ପିତା ପୋଲିସ ତଥା ନ୍ୟାୟାଧିଶଙ୍କ ଉପରେ ପ୍ରଭାବ ପକାଇବାପାଇଁ ବହୁତ ଚେଷ୍ଟା କଲେ

जिसमें रसूख हो।

अपराधी के रसूखदार पिता ने पुलिस तथा न्यायाधीश पर दबाव डालने की भरपूर कोशिश की।
रसूखदार, रसूख़दार, रुसूखदार, रुसूख़दार

Having or exercising influence or power.

An influential newspaper.
Influential leadership for peace.
influential

ଅର୍ଥ : ଦୃଢ ନିଶ୍ଚୟ କରାହେବା

ଉଦାହରଣ : ଅଧ୍ୟବସାୟୀ ବ୍ୟକ୍ତି ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ଅବଶ୍ୟ ପହଞ୍ଚିଥାଏ

ସମକକ୍ଷ : ଉଦ୍ୟମଶୀଳ, କାର୍ଯ୍ୟତତ୍ପର, ସ୍ପୁର୍ତ୍ତିବାନ

दृढ़ निश्चय किए हुए।

अध्यवसायित व्यक्ति अपनी मंजिल तक अवश्य पहुँचता है।
अध्यवसायित, अध्यवसित