ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିନାୟକ-ତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିନାୟକ-ତନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଶାସନ ବ୍ୟବସ୍ଥାରେ କେବଳ ସର୍ବାଧିକାର ସମ୍ପନ୍ନ ଅଧିକାରୀଙ୍କ ଆଜ୍ଞା ବା ଆଦେଶରେ ସମସ୍ତ କାର୍ଯ୍ୟ ସଞ୍ଚାଳନ ହୁଏ

ଉଦାହରଣ : ସମସ୍ତେ ଏକଛତ୍ରବାଦକୁ ଗ୍ରହଣ କରିବାକୁ ମନାକଲେ

ସମକକ୍ଷ : ଅଧିନାୟକତନ୍ତ୍ର, ଏକଛତ୍ରବାଦ, ଡିକ୍ଟେଟରସିପ

वह तंत्र जहाँ केवल अधिनायक की ही आज्ञा या आदेश से सब कार्यों का संचालन होता है।

सब ने अधिनायक - तंत्र को मानने से इन्कार कर दिया।
अधिनायक-तंत्र, अधिनायक-तन्त्र, अधिनायकतंत्र, अधिनायकतन्त्र