ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକଛତ୍ରବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକଛତ୍ରବାଦ   ବିଶେଷ୍ୟ

ଅର୍ଥ : ଯେଉଁ ଶାସନ ବ୍ୟବସ୍ଥାରେ କେବଳ ସର୍ବାଧିକାର ସମ୍ପନ୍ନ ଅଧିକାରୀଙ୍କ ଆଜ୍ଞା ବା ଆଦେଶରେ ସମସ୍ତ କାର୍ଯ୍ୟ ସଞ୍ଚାଳନ ହୁଏ

ଉଦାହରଣ : ସମସ୍ତେ ଏକଛତ୍ରବାଦକୁ ଗ୍ରହଣ କରିବାକୁ ମନାକଲେ

ସମକକ୍ଷ : ଅଧିନାୟକ-ତନ୍ତ୍ର, ଅଧିନାୟକତନ୍ତ୍ର, ଡିକ୍ଟେଟରସିପ

वह तंत्र जहाँ केवल अधिनायक की ही आज्ञा या आदेश से सब कार्यों का संचालन होता है।

सब ने अधिनायक - तंत्र को मानने से इन्कार कर दिया।
अधिनायक-तंत्र, अधिनायक-तन्त्र, अधिनायकतंत्र, अधिनायकतन्त्र

ଅର୍ଥ : ରାଜ୍ୟ ଶାସନର ଯେଉଁ ବ୍ୟବସ୍ଥାରେ ସମସ୍ତ ଅଧିକାର ଜଣେ ବ୍ୟକ୍ତିର ହାତରେ ରହେ

ଉଦାହରଣ : ଏକଛତ୍ରବାଦ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରେ ନାହିଁ

ସମକକ୍ଷ : ଏକଚାଟିଆ ଶାସନ

राज्य-प्रबंध की वह व्यवस्था जिसमें समस्त अधिकार एक ही व्यक्ति के हाथ में हो।

तानाशाही ज्यादा दिन तक टिकी नहीं रह सकती।
तानाशाही, तानाशाही शासन

A political system governed by a single individual.

autarchy, autocracy