ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିକର୍ତ୍ତା   ବିଶେଷ୍ୟ

ଅର୍ଥ : ଋଣ ବଦଳରେ ନିଜର ସର୍ବସ୍ବ ବନ୍ଧକ ରଖୁଥିବା ବ୍ୟକ୍ତି

ଉଦାହରଣ : ଋଣ ନ ଶୁଝିବା କାରଣରୁ ଅଧିକର୍ତ୍ତାଙ୍କର ସମ୍ପତ୍ତି ଜବତ କରାଯାଇଛି

ସମକକ୍ଷ : ଋଣ ଗ୍ରହିତା

ऋण के बदले अपना सब कुछ बंधक रखने वाला व्यक्ति।

ऋण न चुका पाने के कारण आधिकर्ता की संपत्ति ज़ब्त कर ली गई है।
आधिकर्ता, आधिकर्त्ता, परिपणधाता

The person who gives a mortgage in return for money to be repaid.

We became mortgagors when the bank accepted our mortgage and loaned us the money to buy our new home.
mortgager, mortgagor

ଅର୍ଥ : ଯେଉଁ ଲୋକ ପାଖରେ ବନ୍ଧକ ରଖାଯାଏ

ଉଦାହରଣ : ଅଧିକର୍ତ୍ତାଙ୍କ ପାଖରୁ ସେ ତାର ଗହଣା ମୁକୁଳେଇଲା

ସମକକ୍ଷ : ବନ୍ଧକବାଲା

वह व्यक्ति जिसके पास गिरवी रखा जाता है।

आधिधर्ता के पास से उसने अपने गहने छुड़वाए।
आधिधर्ता

A person who lends money at interest in exchange for personal property that is deposited as security.

pawnbroker