ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଦାଲତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଦାଲତ   ବିଶେଷ୍ୟ

ଅର୍ଥ : ଯେଉଁ ଯାଗାରେ ସରକାରଙ୍କ ତରଫରୁ ନ୍ୟାୟାଧୀଶଙ୍କଦ୍ୱାରା ମକଦମାର ଶୁଣାଣିକରି ନ୍ୟାୟ ଦିଆଯାଏ

ଉଦାହରଣ : ନ୍ୟାୟାଳୟରେ ପଣ୍ଡିତମାନଙ୍କୁ ନ୍ୟାୟ ନମିଳିଲେ ଏହା ସଭ୍ୟ ସମାଜପାଇଁ କଳଙ୍କର କଥା

ସମକକ୍ଷ : କୋର୍ଟ, ନ୍ୟାୟାଳୟ

वह जगह जहाँ सरकार की ओर से न्यायाधीशों के द्वारा मुक़दमों की सुनवाई करके न्याय किया जाता है।

न्यायालय में पीड़ितों को न्याय न मिले तो यह सभ्य समाज के लिए कलंक की बात है।
अदालत, अधिकरण, अधिकरण-मंडप, अधिकरण-मण्डप, अधिकरणमंडप, अधिकरणमण्डप, इजलास, कचहरी, कोर्ट, न्यायालय

A room in which a lawcourt sits.

Television cameras were admitted in the courtroom.
court, courtroom

ଅର୍ଥ : ନ୍ୟାୟ ଦେଉଥିବା ସଭା

ଉଦାହରଣ : ନ୍ୟାୟାଳୟ ତାକୁ ଅଭିଯୋଗରୁ ମୁକ୍ତ କରିଦେଲା

ସମକକ୍ଷ : କଚେରି, କୋର୍ଟ, ନ୍ୟାୟସଭା, ନ୍ୟାୟାଳୟ, ବେଂଚ, ବେଞ୍ଚ

वह सभा जो न्याय करती है।

न्यायालय ने उसे बरी कर दिया है।
अदालत, अधिकरण, कचहरी, कोर्ट, ट्राइब्यूनल, ट्रिब्यूनल, न्याय अधिकरण, न्यायसभा, न्यायाधिकरण, न्यायालय

An assembly (including one or more judges) to conduct judicial business.

court, judicature, tribunal