ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଯାଗାରେ ସରକାରଙ୍କ ତରଫରୁ ନ୍ୟାୟାଧୀଶଙ୍କଦ୍ୱାରା ମକଦମାର ଶୁଣାଣିକରି ନ୍ୟାୟ ଦିଆଯାଏ
ଉଦାହରଣ : ନ୍ୟାୟାଳୟରେ ପଣ୍ଡିତମାନଙ୍କୁ ନ୍ୟାୟ ନମିଳିଲେ ଏହା ସଭ୍ୟ ସମାଜପାଇଁ କଳଙ୍କର କଥା
ସମକକ୍ଷ : ଅଦାଲତ, କୋର୍ଟ
वह जगह जहाँ सरकार की ओर से न्यायाधीशों के द्वारा मुक़दमों की सुनवाई करके न्याय किया जाता है।
A room in which a lawcourt sits.
ଅର୍ଥ : ନ୍ୟାୟ ଦେଉଥିବା ସଭା
ଉଦାହରଣ : ନ୍ୟାୟାଳୟ ତାକୁ ଅଭିଯୋଗରୁ ମୁକ୍ତ କରିଦେଲା
ସମକକ୍ଷ : ଅଦାଲତ, କଚେରି, କୋର୍ଟ, ନ୍ୟାୟସଭା, ବେଂଚ, ବେଞ୍ଚ
वह सभा जो न्याय करती है।
An assembly (including one or more judges) to conduct judicial business.
ସଂସ୍ଥାପନ କରନ୍ତୁ