ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକ ବନ୍ଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକ ବନ୍ଦୀ   ବିଶେଷଣ

ଅର୍ଥ : ଯାହାକୁ ଏଭଳି ସ୍ଥାନରେ କଡ଼ା ଜଗାରଖାରେ ରଖାଯାଏ ଯେଉଁଠାରୁ ସେ କୌଣସି ଜାଗାକୁ ଯା ଆସ କରିପାରେ ନାହିଁ

ଉଦାହରଣ : ନଜରବନ୍ଦୀ ନେତା ଜରୁରୀକାଳରେ ନିଜ ଅନୁଭବ ବିଷୟରେ ଅବଗତ କରାଇଲେ

ସମକକ୍ଷ : ନଜରବନ୍ଦୀ

जो किसी ऐसे स्थान पर कड़ी निगरानी में रखा जाए जहाँ से वह कहीं आ-जा न सके।

आपात्काल में नज़रबंद नेता ने अपने अनुभव से अवगत कराया।
नजरबंद, नज़रबंद