ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଜରବନ୍ଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଜରବନ୍ଦୀ   ବିଶେଷ୍ୟ

ଅର୍ଥ : ନଜରବନ୍ଦ ହେବାର ଅବସ୍ଥା ବା ଦଶା

ଉଦାହରଣ : ନଜରବନ୍ଦୀ କାଳରେ ସେ ନିଜର ଆତ୍ମକଥା ଲେଖିଥିଲେ

ସମକକ୍ଷ : ନଜରବଂଦୀ

नज़रबंद होने की अवस्था या दशा।

नज़रबंदी के दौरान उन्होंने अपकी आत्मकथा लिखी थी।
नजरबंदी, नजरबन्दी, नज़रबंदी, नज़रबन्दी

ଅର୍ଥ : କୌଣସି ରାଜ୍ୟ ବା ରାଜ୍ୟର ଅଧିକାରୀଙ୍କ ଦ୍ବାରା ଦିଆ ଯାଇଥିବା ଏଭଳି ଦଣ୍ଡ ଯେଉଁଥିରେ ଦଣ୍ଡିତ ବ୍ୟକ୍ତିଙ୍କୁ କୌଣସି ନିଶ୍ଚିତ ଏବଂ ସୁରକ୍ଷିତ ସ୍ଥାନରେ ରଖା ଯାଏ ଏବଂ ତା ଉପରେ କଡା ନଜର ରଖା ଯାଏ

ଉଦାହରଣ : ନଜରବନ୍ଦୀ ହୋଇଥିବା ସତ୍ତ୍ବେ ସେ କିପରି ପଳାଇଲା!

ସମକକ୍ଷ : ନଜରବଂଦୀ

किसी राज्य या राज्य के अधिकारी द्वारा दिया गया ऐसा दंड जिसमें दंडित व्यक्ति को किसी निश्चित एवं सुरक्षित स्थान पर रखा जाता है और उस पर कड़ी निगरानी रखी जाती है।

नज़रबंदी के बावजूद वह भाग कैसे गया!।
आसेध, नजरबंदी, नजरबन्दी, नज़रबंदी, नज़रबन्दी

ନଜରବନ୍ଦୀ   ବିଶେଷଣ

ଅର୍ଥ : ଯାହାକୁ ଏଭଳି ସ୍ଥାନରେ କଡ଼ା ଜଗାରଖାରେ ରଖାଯାଏ ଯେଉଁଠାରୁ ସେ କୌଣସି ଜାଗାକୁ ଯା ଆସ କରିପାରେ ନାହିଁ

ଉଦାହରଣ : ନଜରବନ୍ଦୀ ନେତା ଜରୁରୀକାଳରେ ନିଜ ଅନୁଭବ ବିଷୟରେ ଅବଗତ କରାଇଲେ

ସମକକ୍ଷ : ଅଟକ ବନ୍ଦୀ

जो किसी ऐसे स्थान पर कड़ी निगरानी में रखा जाए जहाँ से वह कहीं आ-जा न सके।

आपात्काल में नज़रबंद नेता ने अपने अनुभव से अवगत कराया।
नजरबंद, नज़रबंद