ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜାଶୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜାଶୁର   ବିଶେଷ୍ୟ

ଅର୍ଥ : ସ୍ତ୍ରୀଙ୍କ ବିଚାରରେ ତାଙ୍କ ସ୍ୱାମୀଙ୍କ ଏବଂ ପୁରୁଷଙ୍କ ବିଚାରରେ ତାଙ୍କ ସ୍ତ୍ରୀଙ୍କ ଅଜା

ଉଦାହରଣ : ଶୀଲାର ଅଜାଶୁର ପ୍ରାୟ ଶହେବର୍ଷ ବୟସ୍କ

ସମକକ୍ଷ : ଅଜା ଶ୍ୱଶୁର

स्त्री के विचार से उसके पति के और पुरुष के विचार से उसकी पत्नी के नाना।

शीला के ननिया ससुर लगभग सौ साल के हैं।
ननिया श्वसुर, ननिया ससुर, ननियाससुर, नानसरा, नाना श्वसुर, नाना ससुर, नानाससुर

A relative by marriage.

in-law, relative-in-law