ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚିନ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚିନ୍ତା   ବିଶେଷ୍ୟ

ଅର୍ଥ : ନିଶ୍ଚିତ ହେବାର ଅବସ୍ଥା

ଉଦାହରଣ : ଅଚିନ୍ତା ହେଉଛି ସୁଖୀ ହେବାର ପ୍ରମାଣ

ସମକକ୍ଷ : ଚିନ୍ତାହୀନତା, ନିଶ୍ଚିନ୍ତତା

The trait of remaining calm and seeming not to care. A casual lack of concern.

indifference, nonchalance, unconcern

ଅଚିନ୍ତା   କ୍ରିୟା ବିଶେଷଣ

ଅର୍ଥ : ନିଶ୍ଚିତ ହୋଇ ବା ନିଶ୍ଚିତତା ସହିତ

ଉଦାହରଣ : ସେ ନିଶ୍ଚିନ୍ତରେ ନିଜ କୋଠରୀରେ ଶୋଇଛି

ସମକକ୍ଷ : ଚିନ୍ତାହୀନ, ନିଶ୍ଚିତତା, ନିଶ୍ଚିନ୍ତ

निश्चिंत होकर या निश्चिंतता के साथ।

वह बेखटके अपने कमरे में सोया हुआ था।
चिंताहीनतः, निश्चिंततः, बेखटके

In an unconcerned manner.

War was breaking out in Europe, but she unconcernedly planned for a holiday.
unconcernedly

ଅଚିନ୍ତା   ବିଶେଷଣ

ଅର୍ଥ : ଯାହାର କିଛି ଚିନ୍ତା ନାହିଁ

ଉଦାହରଣ : ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ

ସମକକ୍ଷ : ଚିନ୍ତାମୁକ୍ତ, ଚିନ୍ତାରହିତ, ଚିନ୍ତାହୀନ, ନିଶ୍ଚିତ

Free of trouble and worry and care.

The carefree joys of childhood.
Carefree millionaires, untroubled financially.
carefree, unworried

ଅର୍ଥ : ଯାହାକୁ କୌଣସି କଥାରେ ଖାତିର ନାହିଁ

ଉଦାହରଣ : ସେ ଦେଶ ଦୁନିଆ ବିଷୟରେ ବେପରୁଆ ରହି ନିଜ ସ୍ୱରରେ ହିଁ ବୁଡ଼ିରହିଥାଏ

ସମକକ୍ଷ : ବିନ୍ଦାସ, ବେପରୁଆ

जिसे किसी बात की परवाह न हो।

वह देश-दुनिया से बेपरवाह अपनी ही धुन में मस्त रहता है।
अचिंत, अचिन्त, अलगरजी, अलबेला, अलमस्त, अल्हड़, आलारासी, निर्द्वंद्व, निर्द्वन्द्व, बिंदास, बिन्दास, बेगरज, बेग़रज़, बेपरवा, बेपरवाह, बेफ़िक़्र, बेफिक्र