ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗଚେଷ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗଚେଷ୍ଟା   ବିଶେଷ୍ୟ

ଅର୍ଥ : ମନର ଭାବ ପ୍ରକଟ କରୁଥିବା ଅଙ୍ଗସ୍ଥିତି

ଉଦାହରଣ : ମୂକ ବ୍ୟକ୍ତି ଅଙ୍ଗ ସଙ୍କେତଦ୍ୱାରା ନିଜର ଭାବ ଅଭିବ୍ୟକ୍ତ କରିଥାଏ

ସମକକ୍ଷ : ଅଙ୍ଗଠାର, ଅଙ୍ଗବିକ୍ଷେପ, ଅଙ୍ଗସଙ୍କେତ

मन का भाव प्रकट करने वाली अंगों की स्थिति।

मूक व्यक्ति अंग चेष्टा द्वारा अपनी भावों की अभिव्यक्ति करते हैं।
अंग चेष्टा, अंग विक्षेप, अंगहार

A deliberate and vigorous gesture or motion.

gesticulation