ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ନି ଉଦ୍ଗିରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ନି ଉଦ୍ଗିରଣ   ବିଶେଷ୍ୟ

ଅର୍ଥ : ପୃଥିବୀ ବା କୌଣସି ଅନ୍ୟ ଗ୍ରହର ଭୂପୃଷ୍ଠର ଉପରଭାଗର ସେହି ଫାଟ ବା ରନ୍ଧ୍ର ଯେଊଁଥିରୁ ତରଳ ଲାଭା, ଗ୍ୟାସ୍ ଆଦି ବାହାରକୁ ଆସେ

ଉଦାହରଣ : ଜ୍ବାଳାମୁଖୀ ପ୍ରାୟତଃ ସଶଦ୍ଦରେ ବିସ୍ପୋଟିତ ହୋଇଥାଏ

ସମକକ୍ଷ : ଆଗ୍ନେୟଗିରି

पृथ्वी या किसी अन्य ग्रह की सतह की वह दरार या छिद्र जिसमें से होकर पिघले हुए लावे, गैस आदि बाहर आते हैं।

ज्वालामुखी प्रायः विस्फोट के साथ फटते हैं।
आग्नेय, ज्वालामुखी

A fissure in the earth's crust (or in the surface of some other planet) through which molten lava and gases erupt.

vent, volcano