ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂତ୍ୟାକ୍ଷରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂତ୍ୟାକ୍ଷରୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଖେଳ ବା ପ୍ରତିଯୋଗିତା ଯେଉଁଥିରେ କେହି ଜଣେ କବିତା ପଢ଼େ ଏବଂ ଅନ୍ୟଜଣେ ପଠିତ କବିତାର ଅନ୍ତିମ ଅକ୍ଷରରୁ ଆରମ୍ଭ ହେଉଥିବା ଅନ୍ୟ ଏକ କବିତା ପଢ଼େ

ଉଦାହରଣ : ଶ୍ରେଣୀରେ ପିଲାମାନେ ଅନ୍ତାକ୍ଷରୀ ଖେଳୁଛନ୍ତି

ସମକକ୍ଷ : ଅଂତାକ୍ଷରୀ, ଅଂତାକ୍ଷରୀ ଖେଳ, ଅନ୍ତାକ୍ଷରୀ, ଅନ୍ତାକ୍ଷରୀ ଖେଳ, ଅନ୍ୟ୍ତାକ୍ଷରୀ

एक प्रकार का खेल या प्रतियोगिता जिसमें कोई एक कविता पढ़ता है या गाना गाता है और दूसरा उस कविता या गाने के अंतिम अक्षर से आरम्भ होनेवाली दूसरी कविता पढ़ता है या गाना गाता है।

कक्षा में बच्चे अंताक्षरी खेल रहे हैं।
अंताक्षरी, अंत्याक्षरी, अन्ताक्षरी, अन्त्याक्षरी

An amusement or pastime.

They played word games.
He thought of his painting as a game that filled his empty time.
His life was all fun and games.
game