ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ଖେଳ ବା ପ୍ରତିଯୋଗିତା ଯେଉଁଥିରେ କେହି ଜଣେ କବିତା ପଢ଼େ ଏବଂ ଅନ୍ୟଜଣେ ପଠିତ କବିତାର ଅନ୍ତିମ ଅକ୍ଷରରୁ ଆରମ୍ଭ ହେଉଥିବା ଅନ୍ୟ ଏକ କବିତା ପଢ଼େ
ଉଦାହରଣ : ଶ୍ରେଣୀରେ ପିଲାମାନେ ଅନ୍ତାକ୍ଷରୀ ଖେଳୁଛନ୍ତି
ସମକକ୍ଷ : ଅଂତାକ୍ଷରୀ, ଅଂତ୍ୟାକ୍ଷରୀ, ଅନ୍ତାକ୍ଷରୀ, ଅନ୍ତାକ୍ଷରୀ ଖେଳ, ଅନ୍ୟ୍ତାକ୍ଷରୀ
एक प्रकार का खेल या प्रतियोगिता जिसमें कोई एक कविता पढ़ता है या गाना गाता है और दूसरा उस कविता या गाने के अंतिम अक्षर से आरम्भ होनेवाली दूसरी कविता पढ़ता है या गाना गाता है।
An amusement or pastime.
ସଂସ୍ଥାପନ କରନ୍ତୁ