Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word council from English dictionary with examples, synonyms and antonyms.

council   noun

Meaning : A body serving in an administrative capacity.

Example : Student council.

राष्ट्र स्तर पर गठित सलाहकार परिषद।

एन सी सक्सेना भी राष्ट्रीय सलाहकार परिषद के सदस्य हैं।
एनएसी, राष्ट्रीय सलाहकार परिषद, राष्ट्रीय सलाहकार समिति

निर्वाचित या नियुक्त सदस्यों की सभा।

परिषद् में सभी निर्वाचित सदस्य उपस्थित नहीं थे।
परिषद, परिषद्

वह परिषद जो वित्त संबंधी मामले में सलाह देने के लिए गठित हो।

प्रधानमंत्री के आर्थिक सलाहकार परिषद में कई नामी व्यक्ति शामिल हैं।
आर्थिक सलाहकार परिषद, पीएमईएसी

ରାଷ୍ଟ୍ର ସ୍ତରରେ ଗଠିତ ପରାମର୍ଶଦାତା ପରିଷଦ

ଏନ ସି ସକ୍ସେନା ମଧ୍ୟ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ସଦସ୍ୟ ଅଛନ୍ତି
ଏନ୍ଏସି, ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦ

ଅର୍ଥ ସମ୍ବନ୍ଧୀୟ ବ୍ୟାପାରରେ ପରାମର୍ଶ ଦେବା ନିମନ୍ତେ ଗଠିତ ପରିଷଦ

ପ୍ରଧାନମନ୍ତ୍ରୀଙ୍କ ବିତ୍ତ-ପରାମର୍ଶଦାତା ପରିଷଦରେ କେତେକ ନାମିକା ଲୋକ ଅଛନ୍ତି
ଅର୍ଥ-ପରାମର୍ଶଦାତା ପରିଷଦ, ବିତ୍ତ-ପରାମର୍ଶଦାତା ପରିଷଦ

ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା

ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ
ପରିଷଦ

Meaning : (Christianity) an assembly of theologians and bishops and other representatives of different churches or dioceses that is convened to regulate matters of discipline or doctrine.

Meaning : A meeting of people for consultation.

Example : Emergency council.

प्राचीन काल के विद्वान ब्राह्मणों की सभा जिसे राजा समय -समय पर किसी विषय पर व्यवस्था देने के लिए बुलाता था।

राजा ने परिषद् से सलाह माँगी।
परिषद, परिषद्

लोगों की सभा जो विचार-विमर्श के लिए हो।

परिषद् में विभिन्न मुद्दों पर विचार-विमर्श हुआ।
काउंसिल, काउन्सिल, परिषद, परिषद्

ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ

ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
କାଉନସିଲ, ପରିଷଦ

ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ

ରାଜା ପରିଷଦଠାରୁ ପରାମର୍ଶ ମାଗିଲେ
ପରିଷଦ୍‌, ପାରିଷଦ, ସଭାସଦ୍‌