ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଭାସଦ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଭାସଦ୍‌   ବିଶେଷ୍ୟ

ଅର୍ଥ : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ

ଉଦାହରଣ : ରାଜା ପରିଷଦଠାରୁ ପରାମର୍ଶ ମାଗିଲେ

ସମକକ୍ଷ : ପରିଷଦ୍‌, ପାରିଷଦ

प्राचीन काल के विद्वान ब्राह्मणों की सभा जिसे राजा समय -समय पर किसी विषय पर व्यवस्था देने के लिए बुलाता था।

राजा ने परिषद् से सलाह माँगी।
परिषद, परिषद्

A meeting of people for consultation.

Emergency council.
council

ଅର୍ଥ : ସଭା ବା ସମାଜରେ ସମ୍ମିଳିତ ବ୍ୟକ୍ତି

ଉଦାହରଣ : ସେ କେତେକ ସଂସ୍ଥାର ସଦସ୍ୟ ଅଛନ୍ତି

ସମକକ୍ଷ : ସଦସ୍ୟ

सभा या समाज में सम्मिलित व्यक्ति।

वह कई संस्थाओं का सदस्य है।
मेंबर, मेम्बर, सदस्य, सभासद

One of the persons who compose a social group (especially individuals who have joined and participate in a group organization).

Only members will be admitted.
A member of the faculty.
She was introduced to all the members of his family.
fellow member, member