ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୱିଗ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୱିଗ୍   ବିଶେଷ୍ୟ

ଅର୍ଥ : ଅସଲି ବା ନକଲି କେଶରେ ତିଆରି ହୋଇଥିବା ଯେଉଁ ବସ୍ତୁଟି ମୁଣ୍ଡ ଉପରେ ପିନ୍ଧାଯାଏ

ଉଦାହରଣ : କେତେକ ଚନ୍ଦାଲୋକ ଚନ୍ଦାପଣକୁ ଲୁଚାଇବାପାଇଁ ତାଙ୍କ ମୁଣ୍ଡରେ ୱିଗ୍ ଲଗାନ୍ତି

असली या नकली बालों से बनी वह वस्तु जो सर पर पहनी जाती है।

कुछ गंजे गंजेपन को छिपाने के लिए अपने सिर पर विग लगाते हैं।
विग

Hairpiece covering the head and made of real or synthetic hair.

wig