ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୱାରେଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୱାରେଣ୍ଟ   ବିଶେଷ୍ୟ

ଅର୍ଥ : ଯେଉଁ ଆଜ୍ଞାପତ୍ରରେ କାହାରିକୁ କିଛି କାର୍ଯ୍ୟ କରିବାର ଅଧିକାର ଦିଆଯାଇଥାଏ

ଉଦାହରଣ : ବିନା ୱାରେଣ୍ଟରେ ପୋଲିସ୍ କାହାରିକୁ ଗିରଫ କରିପାରିବ ନାହିଁ

ସମକକ୍ଷ : ଅଧିପତ୍ର, ଅନୁଜ୍ଞା ପତ୍ର, ଆଦେଶନାମା

वह आज्ञापत्र जिसमें किसी को कोई कार्य करने की आज्ञा या स्वत्व दिया गया हो।

बिना अनुज्ञापत्र के पुलिस किसी को गिरफ्तार नहीं कर सकती।
अधिकरण्य, अधिपत्र, अनुज्ञा-पत्र, अनुज्ञापत्र, वारंट, वॉरंट

A writ from a court commanding police to perform specified acts.

warrant