ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡ଼େସିମଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡ଼େସିମଲ   ବିଶେଷ୍ୟ

ଅର୍ଥ : ଗଣିତରେ ଏକଠାରୁ କମ୍‌ ମାନ ଅଥବା ଏକର କୌଣସି ଅଂଶ ସୂଚିତ କରୁଥିବା ସେହି ଚିହ୍ନ ଯେଉଁଥିରେ ଭାଗ କରୁଥିବା ଅଙ୍କ ଦଶ ବା ତାହାର ଦଶଗୁଣ, ଶହେଗୁଣ, ହଜାରେଗୁଣଆଦି ହୋଇଥାଏ

ଉଦାହରଣ : ତିନ ଦଶମିକ ସାତର (୩.୭)ଅର୍ଥ ହେଉଛି ତିନ ପୂର୍ଣ୍ଣସଂଖ୍ୟା ଏବଂ ଏକର ଦଶ ଭାଗରୁ ସାତଭାଗ

ସମକକ୍ଷ : ଦଶମିକ

गणित में इकाई से कम मान अथवा इकाई का कोई अंश सूचित करने वाला वह चिन्ह जिसको भाग देनेवाला अंक दस या उसका दस गुना, सौ गुना, हज़ार गुना आदि हो।

तीन दशमलव सात का अर्थ है पूरे तीन और एक के दस भागों में से सात भाग।
डेसीमल, दशमलव

The dot at the left of a decimal fraction.

decimal point, percentage point, point