ଅର୍ଥ : ଆମେରିକୀୟ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ
ଉଦାହରଣ :
ଉଣେଇଶ ଦଶ ମସିହାରେ ହ୍ୱାଇଟ ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ
ସମକକ୍ଷ : ଏଡ଼ୱାର୍ଡ଼ ହ୍ୱାଇଟ
ଅର୍ଥ : ଆମେରିକାର ଜଣେ ପ୍ରସିଦ୍ଧ ଲେଖକ
ଉଦାହରଣ :
ଈ ବି ହ୍ୱାଇଟ ତାଙ୍କ ହାସ୍ୟରସାତ୍ମକ ଲେଖାପାଇଁ ଜଣାଶୁଣା
ସମକକ୍ଷ : ଈ ବି ହ୍ୱାଇଟ
ଅର୍ଥ : ଏକ ଖେଳ ଉପକରଣ
ଉଦାହରଣ :
ତକ୍ତାଉପରେ ଖେଳାଯାଉଥିବା ଖେଳଗୁଡ଼ିକରେ ହ୍ୱାଇଟର ବ୍ୟବହାର କରାଯାଏ
ଅର୍ଥ : ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପକାର
ଉଦାହରଣ :
ଊଣେଇଶ ଛଅ ମସିହାରେ ଷ୍ଟେନଫୋର୍ଡ଼ ହ୍ୱାଇଟଙ୍କ ମୃତ୍ୟୁ ହୋଇଥିଲା
ସମକକ୍ଷ : ଷ୍ଟେନଫୋର୍ଡ଼ ହ୍ୱାଇଟ
ଅର୍ଥ : ଆମେରିକାର ଜଣେ ପ୍ରସିଦ୍ଧ ଶିକ୍ଷାବିତ
ଉଦାହରଣ :
ଏଣ୍ଡ୍ରିଉ ଡୀ ହ୍ୱାଇଟ ଅଠରଶ ପଞ୍ଚଷଠି ମସିହାରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ
ସମକକ୍ଷ : ଏଣ୍ଡ୍ରିଉ ଡୀ ହ୍ୱାଇଟ