ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୋହଲ୍ଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୋହଲ୍ଲା   ବିଶେଷ୍ୟ

ଅର୍ଥ : ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା

ଉଦାହରଣ : ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା

ସମକକ୍ଷ : ଚହଳ, ଭାଗଦୌଡ

बहुत से लोगों का एक साथ इधर-उधर या किसी एक ओर भागने की क्रिया।

बम होने की अफवाह फैलते ही बाजार में भगदड़ मच गयी।
डमर, भगदड़, भागमभाग, भागाभाग

A headlong rush of people on a common impulse.

When he shouted `fire' there was a stampede to the exits.
stampede

ଅର୍ଥ : ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ

ଉଦାହରଣ : ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି

ସମକକ୍ଷ : ହଲ୍ଲା, ହଲ୍ଲାଗୁଲା

बहुत से लोगों की एकसाथ शोर मचाने की क्रिया जिसमें शरीर भी हिले डुले।

बच्चे छत पर हुल्लड़ मचा रहे हैं।
ऊधम, धमा चौकड़ी, धमार, धमाल, धम्माल, धूम, हुल्लड़, हो हल्ला, हो-हल्ला

The act of making a noisy disturbance.

commotion, din, ruckus, ruction, rumpus, tumult