ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୃଦୟବାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୃଦୟବାନ   ବିଶେଷଣ

ଅର୍ଥ : ଯାହାର ହୃଦୟ କୋମଳ

ଉଦାହରଣ : ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ

ସମକକ୍ଷ : କୋମଳଚିତ୍ତ, କୋମଳହୃଦୟ

जिसका हृदय कोमल हो।

कोमलहृदय व्यक्तियों से दूसरों का दुख देखा नहीं जाता।
कोमलचित, कोमलहृदय, हृदयवान, हृदयालु

Having or proceeding from an innately kind disposition.

A generous and kindhearted teacher.
kind-hearted, kindhearted

ଅର୍ଥ : ଯିଏ ଉତ୍ତମ ମନୋବୃତ୍ତିଧାରୀ

ଉଦାହରଣ : ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ

ସମକକ୍ଷ : ଭଲମନୋବୃତ୍ତି, ସଦାଚାର

जो अच्छी नीयतवाला हो।

नेकदिल व्यक्ति किसी का बुरा नहीं सोच सकता।
नेकदिल, नेकनीयत, सदाशय

Marked by good intentions though often producing unfortunate results.

A well-intentioned but clumsy waiter.
A well-meaning but tactless fellow.
The son's well-meaning efforts threw a singular chill upon the father's admirers.
Blunt but well-meant criticism.
well-intentioned, well-meaning, well-meant

ଅର୍ଥ : ଯାହାର ହୃଦୟ ବଡ଼

ଉଦାହରଣ : ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ

ସମକକ୍ଷ : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ

जो बड़े दिल वाला हो।

उदार राजा अपना राजपाट दान कर वन को चला गया।
अकृपण, उदार, उदारचरित, उदारचित्त, उदारचेता, उदारमना, दरियादिल, दिलदरिया, दिलदार, दिलवाला, प्रवण, विशालहृदय, हृदयिक, हृदयी

Generous and understanding and tolerant.

A heart big enough to hold no grudges.
That's very big of you to be so forgiving.
A large and generous spirit.
A large heart.
Magnanimous toward his enemies.
big, large, magnanimous