ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁଳହୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁଳହୁଳ   ବିଶେଷ୍ୟ

ଅର୍ଥ : ଔଷଧ ରୂପେ କାମରେ ଆସୁଥିବା ଆଂଶୁଯୁକ୍ତ ଗୋଟିଏ ଏକବର୍ଷୀୟ ଉଦ୍ଭିଦ

ଉଦାହରଣ : ହୁଳହୁଳର ପତ୍ରରୁ ତେଲ ପ୍ରସ୍ତୁତ କରାଯାଏ

उष्णकटिबंधीय क्षेत्रों में पाई जाने वाली एक एकवर्षीय बरसाती वनस्पति जो औषध के रूप में काम आती है और जिसके पूरे शरीर पर रोएँ पाए जाते हैं।

हुलहुल की पत्तियों से तेल निकाला जाता है।
अर्कपुष्पिका, अर्कभक्ता, आदित्यभक्त, आदित्यभक्ता, कर्णस्फोट, कानफुटिया, जलब्रह्मी, जलब्राह्मी, तिलपर्णी, पार्वतेय, वराहकाली, वरिष्ठा, सूरजवर्त, सूर्यावर्त, हुड़हुड़, हुरहुर, हुलहुल

ଅର୍ଥ : ଔଷଧରୂପେ ବ୍ୟବହାର ହେଉଥିବା ତଥା ଉଷ୍ଣକଟିବନ୍ଧ ଅଞ୍ଚଳରେ ମିଳୁଥିବା ଏକ ଉଦ୍ଭିଦ

ଉଦାହରଣ : ହୁଳହୁଳ ପତ୍ରର ରସ କାନର ଯନ୍ତ୍ରଣାପାଇଁ ଦରକାରୀ

दुलहन की पोशाक।

आनंदपट से लिपटी दुलहन की सुंदरता और भी निखर आयी थी।
आनंदपट, आनन्दपट