ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାରତର ଉତ୍ତରରେ ଥିବା ପୃଥିବୀର ସବୁଠାରୁ ଉଚ୍ଚ ପର୍ବତ
ଉଦାହରଣ : ହିମାଳୟ ଭାରତର ପ୍ରହରୀ ଏଭେରେଷ୍ଟ ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ
ସମକକ୍ଷ : ଗିରିପତି, ଗିରିରାଜ, ଗିରୀଶ, ନଗାଧିରାଜ, ଶୈଳପତି, ଶୈଳେନ୍ଦ୍ର, ହିମବାନ, ହିମାଦ୍ରି, ହିମାଳୟ
भारत के उत्तर में स्थित एक पर्वतमाला जिसका विस्तार लगभग पन्द्रह सौ किलोमीटर है।
A mountain range extending 1500 miles on the border between India and Tibet. This range contains the world's highest mountain.
ଅର୍ଥ : ଭାରତର ଏକ ଉତ୍ତରୀୟ ରାଜ୍ୟ
ଉଦାହରଣ : ହିମାଚଳ ପ୍ରଦେଶର ରାଜଧାନୀ ସିମଲା
ସମକକ୍ଷ : ହିମାଚଳ ପ୍ରଦେଶ
भारत का एक उत्तरी राज्य।
The territory occupied by one of the constituent administrative districts of a nation.
ସଂସ୍ଥାପନ କରନ୍ତୁ