ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାରତର ଉତ୍ତରରେ ଥିବା ପୃଥିବୀର ସବୁଠାରୁ ଉଚ୍ଚ ପର୍ବତ
ଉଦାହରଣ : ହିମାଳୟ ଭାରତର ପ୍ରହରୀ ଏଭେରେଷ୍ଟ ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ
ସମକକ୍ଷ : ଗିରିପତି, ଗିରୀଶ, ନଗାଧିରାଜ, ଶୈଳପତି, ଶୈଳେନ୍ଦ୍ର, ହିମବାନ, ହିମାଚଳ, ହିମାଦ୍ରି, ହିମାଳୟ
भारत के उत्तर में स्थित एक पर्वतमाला जिसका विस्तार लगभग पन्द्रह सौ किलोमीटर है।
A mountain range extending 1500 miles on the border between India and Tibet. This range contains the world's highest mountain.
ଅର୍ଥ : ଯେଉଁ ପର୍ବତ ବହୁତ ବଡ଼
ଉଦାହରଣ : ପର୍ବତମାନଙ୍କ ମଧ୍ୟରେ ହିମାଳୟ ହେଉଛି ପର୍ବତରାଜ
ସମକକ୍ଷ : ଗିରିବର, ପର୍ବତରାଜ
वह पर्वत जो बहुत बड़ा हो।
Any high mountain.
ସଂସ୍ଥାପନ କରନ୍ତୁ