ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିମଯୁଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିମଯୁଗ   ବିଶେଷ୍ୟ

ଅର୍ଥ : ସେହି ସମୟ ଯେବେ ପୃଥିବୀର ଅଧିକାଂଶ ଭାଗ ବରଫରେ ଢାଙ୍କି ହୋଇଥିଲା

ଉଦାହରଣ : ହିମଯୁଗରେ ବରଫରେ ବାସ କରୁଥିବା ଜୀବଜନ୍ତୁ ହିଁ ଅଧିକ ଦେଖାଯାଉଥିଲେ

ସମକକ୍ଷ : ବରଫ ଯୁଗ

वह समय जब पृथ्वी का अधिकांश भाग बर्फ से ढका हुआ था।

हिम युग में बर्फीले जीव-जन्तु ही ज्यादा पाए जाते थे।
बर्फ युग, हिम युग, हिमकाल, हिमयुग

Any period of time during which glaciers covered a large part of the earth's surface.

The most recent ice age was during the Pleistocene.
glacial epoch, glacial period, ice age