ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିନ୍ଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିନ୍ଦୀ   ବିଶେଷ୍ୟ

ଅର୍ଥ : ଦେବନାଗରୀ ଲିପିରେ ଲେଖାଯାଉଥିବା ଯେଉଁ ଭାଷା ମୁଖ୍ୟତଃ ଭାରତର ଉତ୍ତର ଓ ମଧ୍ୟ ଭାଗରେ କୁହାଯାଏ

ଉଦାହରଣ : ହିନ୍ଦୀ ଭାରତର ରାଜଭାଷା

देवनागरी लिपि में लिखी जानेवाली वह भाषा जो मुख्यतः भारत के उत्तर और मध्य भाग में बोली जाती है।

हिंदी भारत की राजभाषा है।
हिंदवी, हिंदी, हिंदी भाषा, हिन्दवी, हिन्दी, हिन्दी भाषा

ଅର୍ଥ : ଯେଉଁ ବିଷୟରେ ହିନ୍ଦୀଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦିର ଅଧ୍ୟୟନ କରାଯାଏ

ଉଦାହରଣ : ମୋତେ ହିନ୍ଦୀରେ ଶହେ ପ୍ରତିଶତ ଅଙ୍କ ମିଳିଥିଲା

वह विषय जिसमें हिन्दी भाषा और उसके साहित्य, व्याकरण आदि का अध्ययन किया जाता है।

मुझे हिन्दी में सौ प्रतिशत अंक प्राप्त हुए।
हिंदी, हिन्दी

ହିନ୍ଦୀ   ବିଶେଷଣ

ଅର୍ଥ : ହିନ୍ଦୀଭାଷା ବା ହିନ୍ଦୀ ସହିତ ସମ୍ବନ୍ଧିତ

ଉଦାହରଣ : ମୋତେ ହିନ୍ଦୀ ସିନେମା ଦେଖିବାକୁ ଭଲ ଲାଗେ

हिंदी भाषा का या हिंदी से संबंधित।

मैं हिंदी फिल्में देखना पसंद करता हूँ।
हिंदी, हिन्दी