ଅର୍ଥ : ମାନ, ମାପ, ଉପଯୋଗିତାଆଦି ତୁଳନାର ବିଚାରପାଇଁ ଗୋଟିଏ ବସ୍ତୁ ସହିତ ଅନ୍ୟ ଏକ ବସ୍ତୁ ସହ ରହିଥିବା ସମ୍ବନ୍ଧ ବା ଅପେକ୍ଷା
ଉଦାହରଣ :
ବହି ନିମନ୍ତେ ଲେଖକଙ୍କୁ ଦୁଇ ପ୍ରତିଶତ ଅନୁପାତରେ ରୟାଲ୍ଟି ମିଳୁଛି
ସମକକ୍ଷ : ଅନୁପାତ
ଅର୍ଥ : ବେକରେ ପିନ୍ଧୁଥିବା ଗୋଟିଏ ପ୍ରକାରର ସୁନା,ଚାନ୍ଦି ଆଦିର ଗହଣା
ଉଦାହରଣ :
ସେ ହୀରାର ହାର ପିନ୍ଧିଛି
ସମକକ୍ଷ : ନେକଲେସ