ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାକୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାକୁଟି   କ୍ରିୟାପଦ

ଅର୍ଥ : ପେଟର ବାୟୁ ଶବ୍ଦପୂର୍ବକ ମୁହଁଦେଇ ବାହାରିବା

ଉଦାହରଣ : ଖାଦ୍ୟ ଭଲରେ ହଜମ ହୋଇ ନ ଥିବାରୁ ଜେଜେବାପା ବହୁତ ହାକୁଟି ମାରୁଛନ୍ତି

ସମକକ୍ଷ : ହେକୁଟି

पेट की वायु शब्दपूर्वक मुँह से निकालना।

खाना ठीक से न पचने के कारण दादाजी बहुत डकारते हैं।
डकारना

Expel gas from the stomach.

Please don't burp at the table.
belch, bubble, burp, eruct