ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି
ଉଦାହରଣ : ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ
ସମକକ୍ଷ : ଖୁସିବାସିଆ, ପ୍ରସନ୍ନଚିତ୍ତ, ହସଖୁସିଆ
सदा प्रसन्न रहने और हँसने-हँसानेवाला और सक्रिय।
ଅର୍ଥ : ଯେ ହସୁଅଛି
ଉଦାହରଣ : ହସକୁରା ପିଲାମାନେ ସମସ୍ତଙ୍କୁ ଭଲ ଲାଗନ୍ତି
ସମକକ୍ଷ : ହସକୁଳା, ହସମୁହାଁ
जो हँस रहा हो।
Smiling with happiness or optimism.
ଅର୍ଥ : ଯେ ହସୁଅଛି ବା ହସହସ ହୋଇ
ଉଦାହରଣ : ଜଣେ ହସକୁରା ଲୋକ ଘରୁ ବାହାରକୁ ବାହାରିଲେ ପିଲାର ସ୍ମିତ ଚେହେରା ଦେଖି ମାଆ ନିଜ ଦୁଃଖ ଭୁଲିଗଲେ
ସମକକ୍ଷ : ସ୍ମିତ, ହସହସ, ହସୁରା
जो मुस्कुरा रहा हो या मुस्कुराता हुआ।
ସଂସ୍ଥାପନ କରନ୍ତୁ