ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସନ୍ନଚିତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସନ୍ନଚିତ୍ତ   ବିଶେଷଣ

ଅର୍ଥ : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି

ଉଦାହରଣ : ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ

ସମକକ୍ଷ : ଖୁସିବାସିଆ, ହସକୁରା, ହସଖୁସିଆ

सदा प्रसन्न रहने और हँसने-हँसानेवाला और सक्रिय।

ज़िंदादिल व्यक्ति का जीवन खुशियों से भरा होता है।
ज़िंदादिल, ज़िन्दादिल, जिंदादिल, जिन्दादिल

ଅର୍ଥ : ଯାହାର ଚିତ୍ତ ପ୍ରସନ୍ନ

ଉଦାହରଣ : ପ୍ରସନ୍ନଚିତ୍ତ ବ୍ୟକ୍ତି ଯେକୌଣସି କାମ ପ୍ରସନ୍ନତା ପୂର୍ବକ କରେ

ସମକକ୍ଷ : ଆମୋଦୀ, ପ୍ରସନ୍ନମନା, ସଦାନନ୍ଦ

जिसका चित्त प्रसन्न हो।

प्रसन्नचित्त व्यक्ति कोई भी कार्य प्रसन्नतापूर्वक करता है।
आनंदी, आनन्दी, आमोदी, खुशदिल, खुशमिज़ाज, दिलशाद, प्रसन्नचित्त, प्रसन्नमना, प्रसन्नमुख, मौजी, सदानंद, सदानन्द, हँसमुख