ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହଳଦିଆ ରଙ୍ଗର ବଳଦ
ଉଦାହରଣ : ହଳଦିରଙ୍ଗିଆ ବଳଦ ବଳବାନ୍ ଓ ଶୀଘ୍ର ଚାଲେ
ସମକକ୍ଷ : ହଳଦିରଙ୍ଗିଆ
पीले रंग का बैल।
An adult castrated bull of the genus Bos. Especially Bos taurus.
ଅର୍ଥ : ଯେଉଁ ରଙ୍ଗ ହଳଦୀ, ଈଷତ ପୀତ ଆଦି ରଙ୍ଗର ହୋଇଥାଏ
ଉଦାହରଣ : ହଳଦିଆ ଶାଢ଼ୀଟି ତାଙ୍କୁ ଭଲ ମାନୁଛି
ସମକକ୍ଷ : ହଳଦିଆ ରଙ୍ଗ
वह रंग जो हल्दी, केसर आदि के रंग का होता है।
Yellow color or pigment. The chromatic color resembling the hue of sunflowers or ripe lemons.
ଅର୍ଥ : ହଳଦୀ, ନାରଙ୍ଗୀଆଦି ରଙ୍ଗର
ଉଦାହରଣ : ତାର ଲୁଗା ହଳଦିଆ ଥିଲା
ସମକକ୍ଷ : ପୀତ
हल्दी, केसर आदि के रंग का।
Of the color intermediate between green and orange in the color spectrum. Of something resembling the color of an egg yolk.
ଅର୍ଥ : ହଳଦିଆ ରଙ୍ଗର
ଉଦାହରଣ : ତାଙ୍କର ହଳଦିଆ ଧୋତି ବହୁତ ସୁନ୍ଦର
अरगजे का सा रंग वाला (पीला)।
ସଂସ୍ଥାପନ କରନ୍ତୁ