ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଣ୍ଡା   ବିଶେଷ୍ୟ

ଅର୍ଥ : ଯେଉଁ ବାସନରେ ଧନ ରଖି ମାଟିରେ ପୋତାଯାଏ

ଉଦାହରଣ : ନିଅଁ ଖୋଳିବା ସମୟରେ ଗୋଟିଏ ହଣ୍ଡା ରୂପା ଟଙ୍କା ମିଳିଲା

वह बरतन जिसमें धन रखकर जमीन में गाड़ा जाता है।

नींव की खुदाई करते समय एक ऊँड़ा चाँदी का सिक्का मिला।
ऊँड़ा

ଅର୍ଥ : ବଡ଼ ପିତ୍ତଳ ତିଆରି ହାଣ୍ଡି

ଉଦାହରଣ : ମାଆ ହଣ୍ଡାରେ ଭାତ ରାନ୍ଧୁଛନ୍ତି

ସମକକ୍ଷ : ହଂଡା

बड़ी बटलोई।

माँ बटुला में भात बना रही है।
बटुआ, बटुला

Cooking utensil consisting of a wide metal vessel.

cooking pan, pan

ଅର୍ଥ : ପାଣି ରଖିବା ବା ଭରିବା ନିମନ୍ତେ ପିତଳ ବା ତମ୍ବାରେ ନିର୍ମିତ ଗୋଟିଏ ବଡ଼ ପାତ୍ର

ଉଦାହରଣ : ହଣ୍ଡାରେ ପାଣି ଭର୍ତ୍ତି ହୋଇଛି

पानी रखने या भरने का पीतल या ताँबे का एक बड़ा बर्तन।

हंडा पानी से भरा हुआ है।
हंडा

A very large pot that is used for boiling.

caldron, cauldron