ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଟାଇବା   କ୍ରିୟାପଦ

ଅର୍ଥ : ହଟିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଠିକାଦାର ଝୁମ୍ପୁଡ଼ିଘରଗୁଡ଼ିକୁ ଗୁଣ୍ଡାମାନଙ୍କ ଦ୍ୱାରା ହଟାଇଲା

हटाने का काम दूसरे से कराना।

ठेकेदार ने झुग्गी-झोपड़ियों को गुंडों से हटवाया।
हटवा देना, हटवाना

ଅର୍ଥ : କୌଣସି ବିଷୟର ଉନ୍ମୁଳନ କରିବା ବା ସବୁଦିନ ପାଇଁ ହଟେଇଦେବା

ଉଦାହରଣ : ରାଜାରାମମୋହନ ରାୟ ସତୀପ୍ରଥାକୁ ସମାଜରୁ ହଟାଇଥିଲେ

ସମକକ୍ଷ : ଦୂରେଇବା, ମୂଳପୋଛ କରିବା

उन्मूलन करना या सदा के लिए हटा देना।

राजा राममोहन राय ने सती प्रथा को समाज से मिटा दिया।
मिटाना

Remove from memory or existence.

The Turks erased the Armenians in 1915.
erase, wipe out