ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଜମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଜମ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା କୌଣସି ପଦାର୍ଥ ସାଧାରଣ ପଦାର୍ଥରେ ବିଘଟିତ ହୁଏ

ଉଦାହରଣ : ସୁସ୍ଥ ରହିବାପାଇଁ ଠିକ୍ ଭାବେ ହଜମ ହେବା ଦରକାର

ସମକକ୍ଷ : ପାଚନ

वह क्रिया जिसके द्वारा पदार्थ साधारण पदार्थों में विघटित हो जाते हैं या साधारणतया उत्सर्जित हो जाते हैं।

स्वस्थ रहने के लिए अपचय का सही होना ज़रूरी है।
अपचय, विनाशकारी चयापचय

The process of becoming dilapidated.

dilapidation, ruin

ଅର୍ଥ : ଖାଉଥିବା ଖାଦ୍ୟ ପେଟକୁ ଯାଇ ଶରୀରରେ ଧାତୁ ରୂପରେ ପରିବର୍ତ୍ତନ

ଉଦାହରଣ : ଖାଦ୍ୟ ଠିକ୍‌ ହଜମ ନ ହେଲେ କୋଷ୍ଠକାଷ୍ଠିନ୍ୟ ହୁଏ

ସମକକ୍ଷ : ପାଚନ

खाये हुए आहार का पेट में जाकर शरीर की धातुओं के रूप में परिवर्तन।

भोजन का ठीक से पाचन न होने पर क़ब्ज़ हो जाता है।
आहारपाक, पाक कर्म, पाक क्रिया, पाक-क्रिया, पाककर्म, पाचन, पाचन क्रिया, विपाक, हजम, हज़म, हज़्म, हज्म, हाजमा

The process of decomposing organic matter (as in sewage) by bacteria or by chemical action or heat.

digestion