ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଂସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଂସ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ସନ୍ୟାସୀ

ଉଦାହରଣ : ହଂସଙ୍କଠାରୁ ପରମହଂସ ଶ୍ରେଷ୍ଠ

एक प्रकार के संन्यासी।

हंस से भी श्रेष्ठ परमहंस होते हैं।
हंस

ଅର୍ଥ : ଏକ ପ୍ରକାରର ବତକ

ଉଦାହରଣ : ଯୋଡ଼ିଏ ରାଜହଂସ ପାଣିରେ ପହଁରୁଛନ୍ତି

ସମକକ୍ଷ : ମରାଳ, ରାଜହଂସ

एक प्रकार का बत्तख।

मराल का एक जोड़ा पानी में तैर रहा है।
मराल

Stately heavy-bodied aquatic bird with very long neck and usually white plumage as adult.

swan

ଅର୍ଥ : ଯେଉଁ ହଂସ ପକ୍ଷୀର ମାଂସ ଖିଆ ଯାଏ

ଉଦାହରଣ : ମାଲିକାଣୀ ଆଜି ହଂସ ମାଂସ ତିଆରି କରୁଛନ୍ତି

ସମକକ୍ଷ : ହଂସ ମାଂସ

हंस पक्षी का मांस जो खाया जाता है।

ठकुराइन आज हंस बना रही है।
हंस, हंस का मांस, हंस-मांस

Flesh of a goose (domestic or wild).

goose

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ହଂସର ପ୍ରତ୍ୟେକ ଚରଣରେ ଗୋଟିଏ ଗୋଟିଏ ଭଗଣ ଏବଂ ଦୁଇଟି ଗୁରୁ ରହିଛି

एक वर्णवृत्त।

हंस के प्रत्येक चरण में एक एक भगण और दो गुरु होते हैं।
हंस

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ବତକ ଭଳି ଏକ ଜଳ ପକ୍ଷୀ

ଉଦାହରଣ : ହଂସ ମା ସରସ୍ୱତୀଙ୍କର ବାହନ

बत्तख की तरह का एक जलपक्षी।

हंस माँ सरस्वती का वाहन है।
पुरुदंशक, विधिवाहन, शितिच्छ, शितिपक्ष, श्वेतपत्र, स्वेतच्छद, स्वेतपक्ष, हंस

Stately heavy-bodied aquatic bird with very long neck and usually white plumage as adult.

swan

ଅର୍ଥ : ଗୋଟିଏ ପ୍ରକାର ବଗ

ଉଦାହରଣ : ବତକର ଡେଣା ବହୁତ ଧଳା,ନରମ,ଚିକ୍କଣ ଏବଂ ଚକଚକ ହୋଇଥାଏ

ସମକକ୍ଷ : ବତକ

एक प्रकार का बगला।

पतोखा के पंख बहुत सफेद, नरम, चिकने और चमकीले होते हैं।
पतंखा, पतोखा