ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜହଂସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜହଂସ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବତକ

ଉଦାହରଣ : ଯୋଡ଼ିଏ ରାଜହଂସ ପାଣିରେ ପହଁରୁଛନ୍ତି

ସମକକ୍ଷ : ମରାଳ, ହଂସ

एक प्रकार का बत्तख।

मराल का एक जोड़ा पानी में तैर रहा है।
मराल

Stately heavy-bodied aquatic bird with very long neck and usually white plumage as adult.

swan

ଅର୍ଥ : ଏକ ପ୍ରକାରର ବଡ଼ ହଂସ

ଉଦାହରଣ : ବିଶ୍ୱାସ କରାଯାଏ ଯେ ଏବେମଧ୍ୟ ମାନସରୋବରରେ ରାଜହଂସ ମୋତି ଖୁଣ୍ଟିବାପାଇଁ ଆସନ୍ତି

ସମକକ୍ଷ : କଳହଂସ

एक प्रकार का बड़ा हंस।

ऐसा माना जाता है कि आज भी मानसरोवर में राजहंस मोती चुगने के लिए आते हैं।
कलहंस, राज मराल, राजहंस

Stately heavy-bodied aquatic bird with very long neck and usually white plumage as adult.

swan