ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ବାଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ବାଗତ   ବିଶେଷ୍ୟ

ଅର୍ଥ : କୌଣସି କଥା,କାର୍ଯ୍ୟ ଆଦି ବିଷୟରେ ଲୋକମାନଙ୍କ ଦ୍ବାରା ଦିଆଯାଉଥିବା ସକାରାତ୍ମକ ପ୍ରତିକ୍ରିୟା

ଉଦାହରଣ : ଆମ ବହିକୁ ଲୋକମାନଙ୍କ ମଧ୍ୟରେ ଭଲ ସ୍ବାଗତ ମିଳିଲା

ସମକକ୍ଷ : ରେସ୍‌ପନ୍ସ

किसी बात, कार्य आदि के बारे में लोगों द्वारा दी गई सकारात्मक प्रतिक्रिया।

अच्छे प्रतिसाद के कारण हमारी पुस्तक की बिक्री अधिक हुई है।
प्रतिसाद

A greeting or reception.

The proposal got a warm welcome.
welcome